ଯୀଶୁ ତୁମେ ସାଥୀ ହେଲ || JISU TUME SATHI HELA || PRIYODAS MALI AND SUSANNA BROWN

Описание к видео ଯୀଶୁ ତୁମେ ସାଥୀ ହେଲ || JISU TUME SATHI HELA || PRIYODAS MALI AND SUSANNA BROWN

AUDIO CREDITS :-

song-Jisu tume sathi hela
singers-Priyodas Mali & Susanna Brown
music,lyrics, arrangements-Priyodas Mali
music production - subun
mixing and mastering - Nityasri ranjan
contact@priyodas mali#7008897355

FOR BETTER SOUND CLARITY
" USE HEADPHONES "

🎼 LYRICS 🎼
Pre-ତୁମ ବିନା ନାହିଁ ଜୀବନେ ସୁଖ
ତୁମେ ହିଁ ମୋର ଶାନ୍ତି ଆନନ୍ଦ
Cho-ଯୀଶୁ ତୁମେ ସାଥୀ ହେଲ
ନିରୁପାୟ ମୋ ଜୀବନେ x2

V1- ନିରାଶା ଅନ୍ଧାରେ ତୁମେ ହେଲ ରାହା
ତୁମ ସେହି କରୁଣା କେଡ଼େ ଅପାର x2
Cho-ଯୀଶୁ ତୁମେ ସାଥୀ ହେଲ
ନିରୁପାୟ ମୋ ଜୀବନେ x2

V2-ବିନାଶ ଘେରାରେ ତୁମେ ହେଲ ସାହା
ଭୁଲିବନି ପ୍ରଭୁ ମୁଁ ଜୀବନ ସାରା x2
Cho-ଯୀଶୁ ତୁମେ ସାଥୀ ହେଲ
ନିରୁପାୟ ମୋ ଜୀବନେ x2

Outro- ତୁମେ ଯେ ମୋର ଆଶାର ଆଧାର
ମୋର ପରିତ୍ରାତା ଯୀଶୁ
ତୁମେ ହିଁ ମୋର ପ୍ରେମର ଝର
ଧନ୍ୟ ତୁମ ନାମ ଯୀଶୁ
*********************

ଏଇ Channel ର ସମସ୍ତ ଗୀତ ଗୁଡ଼ିକ ଶୁଣନ୍ତୁ ଓ ନୂତନ ଗୀତ ଗୁଡିକର Notification ପାଇବା ପାଇଁ ଆମ Channel କୁ SUBSCRIBE କରିବା ସହିତ Bell 🔔 icon କୁ ଦବାନ୍ତୁ ....... ପ୍ରଭୁ ଯୀଶୁ ଆମ ସମସ୍ତଙ୍କୁ ଆଶିର୍ବାଦ କରନ୍ତୁ ଆମେନ୍ ଧନ୍ୟବାଦ 🙏🙏
!! ANTI - PIRACY WARNING !!
This Content is COPYRIGHT to PDM MUSIC, Any Unauthorized Reproduction , Redistribution, Re-upload (Audio or Video) is Strictly Prohibited.

Комментарии

Информация по комментариям в разработке