Go Go Sunit Mund: କାହିଁକି ତଡ଼ା ଖାଇଲେ ସୁନୀତ ମୁଣ୍ଡ ? | BJP Party Office | BJP Workers |Odisha Reporter

Описание к видео Go Go Sunit Mund: କାହିଁକି ତଡ଼ା ଖାଇଲେ ସୁନୀତ ମୁଣ୍ଡ ? | BJP Party Office | BJP Workers |Odisha Reporter

ପ୍ରତିକ୍ରିୟା ଦେବା ସରିନି ଠିକ୍ ଏତିକିବେଳେ ସଦଳବଳେ ପଛପଟୁ ମାଡି ଆସିଲେ ଭୁବନେଶ୍ୱର ଜିଲ୍ଲା ବିଜେପି ସଭାନେତ୍ରୀ ସୁଭାସିନୀ ପୃଷ୍ଟି ଓ ତାଙ୍କ ସହଯୋଗୀ । ସେତେବେଳକୁ ସମୟ 4ଟା । କେହି କିଛି ବୁଝିବା ଆଗରୁ ସୁନୀତଙ୍କୁ ପାର୍ଟି ଅଫିସରୁ ଚାଲିଯିବାକୁ ପ୍ରଥମେ ହାତ ଯୋଡିଲେ ଜିଲ୍ଲା ବିଜେପି ନେତ୍ରୀ , ପରେ ଠେଲି ପେଲି ଗେଟ୍ ବାହାରେ ଛାଡି ଦେଇ ଆସିଲେ ।
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#BJPpoliitcs #SunitMund #AparajitaSarangi #BJPpartyOffice #OdishaPolitics #ManmahonSamal #OdishaReporter

Комментарии

Информация по комментариям в разработке