ଧର୍ମେନ୍ଦ୍ରଙ୍କ ମନ୍ତବ୍ୟକୁ ନେଇ ତେଜୁଛି ରାଜନୀତି | Ravenshaw name change Issue | Students Reaction | OR

Описание к видео ଧର୍ମେନ୍ଦ୍ରଙ୍କ ମନ୍ତବ୍ୟକୁ ନେଇ ତେଜୁଛି ରାଜନୀତି | Ravenshaw name change Issue | Students Reaction | OR

ରେଭେନ୍ସା ନାମ ପରିବର୍ତ୍ତନକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା ପରେ ତିଵ୍ର ହେବାରେ ଲାଗିଛି ବିବାଦ । ଆଜି ରେଭେନ୍ସା ପରିସରରେ ପୂର୍ଵତନ ଛାତ୍ର ସଭାପତି ଛାତ୍ର ନେତା ସଵୁ ଏକାଠି ହୋଇ ଦସ୍ତଖତ ଅଭିଯାନ କରିଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ନାରାବାଜି କରିବା ସହ ଦସ୍ତଖତ ଅଭିଯାନ କରି ପ୍ରତିବାଦ ଜଣାଇଥିଲେ ।

ଧର୍ମେନ୍ଦ୍ରଙ୍କ ମନ୍ତବ୍ୟକୁ ନେଇ ତେଜୁଛି ରାଜନୀତି | Ravenshaw name change Issue | Students Reaction | Odisha Reporter
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #Protest #signaturecampaign #ravenshawuniversity #exstudent

Комментарии

Информация по комментариям в разработке