When And Who Built Lord Jagannath Temple Of Puri, Episode-2 I NandighoshaTV

Описание к видео When And Who Built Lord Jagannath Temple Of Puri, Episode-2 I NandighoshaTV

ଚାରି ଧାମ ମଧ୍ୟରୁ ଅନ୍ୟତମ ପୁରୁଷୋତ୍ତମ କ୍ଷେତ୍ର ପୁରୀ । ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ସୃଷ୍ଟି ଓ ଏହାର ଇତିହାସ ବେଶ୍‌ ସମୃଦ୍ଧ । ଶ୍ରୀମନ୍ଦିରର ଇତିବୃଦ୍ଧି ବେଶ୍‌ ରୁଦ୍ଧିମନ୍ତ ଓ ଐତିହ୍ୟସଂପନ୍ନ । ଇତିହାସ ଅନୁସାରେ ଏକାଦଶ ଶତାବ୍ଦୀରେ ବର୍ତ୍ତମାନ ମନ୍ଦିରର କାର୍ଯ୍ୟାରମ୍ଭ ହୋଇଥିଲା । ପୂର୍ବରୁ ଥିବା ଏକ ମନ୍ଦିର ଉପରେ ନିର୍ମାଣ ହୋଇଥିଲା ଆଉ ଏକ ମନ୍ଦିର ।

When And Who Built Lord Jagannath Temple Of Puri I Nandighosha TV
#JagannathTemple #Puri #ShreeMandira #

Комментарии

Информация по комментариям в разработке