Why The Only King Of Puri, Second Ramachandra Dev Converted To Islam? Episode-6 I NandighoshaTV

Описание к видео Why The Only King Of Puri, Second Ramachandra Dev Converted To Islam? Episode-6 I NandighoshaTV

ଓଡ଼ିଶାର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଇତିହାସରେ ଶ୍ରୀଜଗନ୍ନାଥଙ୍କ ସ୍ଥାନ ସର୍ବବିଦିତ । କୌଣସି ନିର୍ଦ୍ଦିଷ୍ଟ ଧର୍ମ, ମତବାଦ କିମ୍ବା ସଂପ୍ରଦାୟର ସଂକୀର୍ଣ୍ଣ ପରିସର ମଧ୍ୟରେ ଆବଦ୍ଧ ନୁହନ୍ତି ମହାପ୍ରଭୁ । 'ସର୍ବମଙ୍ଗଳ' ଜଗନ୍ନାଥ ସ୍ମରଣ କଲେ ଓଡ଼ିଆ ଗୃହସ୍ଥର ସବୁ ବିପଦ ଆଶଙ୍କା ବିଦୂରିତ ହୁଏ । ସୂର୍ଯ୍ୟ ବଂଶ ପରେ ପ୍ରତିଷ୍ଠା ହୁଏ ଭୋଇ ବଂଶ । ଏହାର ୯ମ ରାଜା ରାମଚନ୍ଦ୍ର ଦେବ (୨ୟ) କାହିଁକି ବିଧର୍ମୀ ହେଲେ ? ରିଜିଆଙ୍କୁ ବିବାହ କରିବା ପଛରେ କଣ ଥିଲା କାରଣ ? ସେତେବେଳେ ତକୀ ଖାଁ କେଉଁ କେଉଁ ଅଞ୍ଚଳ ଉପରେ ଆକ୍ରମଣ କରିଥିଲା ? ପତିତପାବନ ପ୍ରତିଷ୍ଠା ପଛର କାହାଣୀ ରହିଛି ଆଜିର ଏପିସୋଡରେ ।
Why The Only King Of Puri, 2nd Ramachandra Dev Was Converted To Islam and The Reason Behind Establishing Patitapaban

Комментарии

Информация по комментариям в разработке