ଭୁଲ୍ କଲି // Bhul koli // Human Sagar New Odia Devotional Christian Song

Описание к видео ଭୁଲ୍ କଲି // Bhul koli // Human Sagar New Odia Devotional Christian Song

ଭୁଲ୍ କଲି // Bhul koli // Human Sagar New Odia Devotional Christian Songକାରଣ ଯେଉଁ ଉତ୍ତମ କର୍ମ କରିବାକୁ ମୁଁ ଇଚ୍ଛା କରେ, ତାହା କରେ ନାହିଁ, କିନ୍ତୁ ଯେଉଁ ମନ୍ଦ କର୍ମ କରିବାକୁ ମୁଁ ଇଚ୍ଛା କରେ ନାହିଁ, ତାହା କରେ।

SANJEET MUSIC OFFICIAL YOUTUBE▶️ CHANNELତରଫରୁ ପ୍ରତ୍ୟେକଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମଧୁର ନାମରେ ନମସ୍କାର ଜଣାଉଅଛୁ।
ପ୍ରଭୁଙ୍କ ଅନୁଗ୍ରହ ରୁ ଆମେ ଖ୍ରୀଷ୍ଟୀୟ ମଣ୍ଡଳୀ ନିମନ୍ତେ ଏକ ଅନୁତାପ ଉପରେ ଆଧାରିତ ସୁନ୍ଦର ଗୀତ ପ୍ରସ୍ତୁତ କରିଅଛୁ। ଯେଉଁ ଗୀତକୁ ଲୋକପ୍ରୀୟ ଗାୟକ HUMAN SAGAR ବହୁତ ସୁନ୍ଦର ଭାବରେ କଣ୍ଠଦାନ କରିଛନ୍ତି।

ସମ୍ପୁର୍ଣ ଗୀତ ଆଜି ଉନ୍ମୋଚନ ହେଇଚି । ଗୀତକୁ SHARE କରିବାକୁ ଭୁଲନ୍ତୁ ନାହିଁ।
ପ୍ରାର୍ଥନା ର ସହିତ ଅପେକ୍ଷାରେ ରହିବେ ବୋଲି ଆଶା।
ପ୍ରଭୁ ଯୀଶୁଙ୍କ ମହାନ୍ ନାମର ଗୌରବ ହେଉ।ପ୍ରଭୁଙ୍କ ଅନୁଗ୍ରହ ରୁ ପ୍ରତ୍ୟେକ ଖ୍ରୀଷ୍ଟୀୟ ବିଶ୍ବାସୀମାନଙ୍କ ନିମନ୍ତେ ଏକ ସୁନ୍ଦର ଭକ୍ତିମୂଳକ ସଂଗୀତ SANJEET MUSIC ତରଫରୁ ପ୍ରସ୍ତୁତ କରାଯାଇଅଛି। ଗୀତଟିକୁ ଅତି ସୁନ୍ଦର ଭାବରେ ଗାଇଛନ୍ତି ଓଡିଶାର ଲୋକପ୍ରିୟ ଗାୟକ HUMAN SAGAR

ଗୀତକୁ ଶୁଣିବା ପରେ ନିଶ୍ଚିତ ଭାବରେ ହ୍ରୁଦୟ ସ୍ପର୍ଶୀ ହେବ। ଗୀତ କୁ ଶୁଣିବା ପରେ ଅନ୍ୟ ମାନେ ମଧ୍ଯ ଯେପରି ଏହି ଗୀତ ର ଆଶିର୍ବାଦ ର ଅଂଶୀ ହୋଇପାରିବେ ସେଥିପାଇଁ SHARE ,COMMENT କରିବାକୁ ଭୁଲିବେନି ପୁଣି ଆମ YOUTUBE CHANNELକୁ SUBSCRIBE କରିବାକୁ ଭୁଲିବେନି। ସମସ୍ତଙ୍କୁ PRAISE THE LORD

SINGER- HUMAN SAGAR
MUSIC AND LYRICS-SALEM LIMA
MUSIC ARRANGEMENTS-BAPI SHAMAL
PRODUCER-SANJEET BHATRA
DOP, EDIT-AMBRAM GANTA
RECODE - Mrr Studio Cuttuck
POSTER -Parsaram Sagaria
SPECIAL THANKS -PRADEEP, SUNIL, AJIT, ANIL
Sanjeet Music Contact :6370210331

ଭୁଲ୍ କଲି ଭୁଲ୍ କଲି
ସବୁବେଳେ ପ୍ରଭୁ ତୁମ୍ଭ ଦ୍ରୁଷ୍ଟିରେ (୨)
ବିଫଳ ହିଁ ହେଲି ପ୍ରଭୁ
ପ୍ରତିଜ୍ଞା ମୁଁ ଯାହା କଲି ମୂଖରେ(୨)
ପାପ କରିବିନି ବୋଲି ମୁଁ କହିଥିଲି
ଆଉଥରେ ପାପ କର୍ମ ମୁଁ ଯେ କରିଲି
କ୍ଷମା କର ହେ ଯୀଶୁ ମୋତେ ବାରେ(୨)

ଜଗତରେ ଯେବେ ମୁଁ ବୁଲିଲି
ପାପ କର୍ମ ସବୁ ଆପଣେଇଲି
ତୁମ କର୍ମ ସଦା ତୁଚ୍ଛ ମୁଁ କରି
ଶକ୍ତଗ୍ରୀବ ହୋଇ ମୁଁ ଏଠି ରହିଲି
ଯାହା କରିବିନି ବୋଲି ମୁଁ ଭାବିଥିଲି
ପୁଣିଥରେ ସେହି କର୍ମ ମୁଁ ଏଠି କଲି
କ୍ଷମା କରିବନି କି ମୋତେ ବାରେ(୨)

ଦଣ୍ଡ ଦେଲ ନାହିଁ ଧୂଳି ମୁଁ ବୋଲି
ତଥାପି ପାପରେ ମଜ୍ଜି ରହିଲି
ଯାହା ମନ୍ଦ ତାହା କରି ଚାଲିଲି
ସେଥିପାଇଁ ଆଜି ମୁଁ ପତିତ ହେଲି
ତୁମ୍ଭ ବିରୁଦ୍ଧରେ ଯୀଶୁ ମୁଁ ପାପ କଲି
ଯାହା ସବୁ ଭୁଲ୍ ମୋର ସବୁ ବୁଝିଗଲି
କ୍ଷମା କରିବନି କି ମୋତେ ବାରେ
କ୍ଷମା କର ହେ ଯୀଶୁ ମୋତେ ବାରେ

ସମାପ୍ତ

#jisunkaagamana​​
#humanesagar​​
#humanesagarchristiansong​​
#humanesagarnewchristiansong​​
#humansagarchristiansong2024
#humansagarsongs​​
#odiachristiansongs​​
#latestodiachristiansongs​​
#diptirekhapadhinewsong​​
#bapisamal​​
#latestodiachristiansongs​​
#newchristiansong2023​​
#salimlima​​
#jmmusicpresentssongs​​
#diptirekhanewchristiansong​
#KetebhalaMoroJisu​​
#ketebhala​​
#jaganmohannagofficial​​
#odiya​​ christian
#odiyadevotionalsongs​​
#odiyaworshipsong​​
#humanesagarchristiansongs​​
#amitpanichristiansong​​
#humanesagarnewchristiansong​​
#jaganmohanlatestchristiansong2021​​
#bidyutbhatrachristiansong​​
#humanesagarNewSongs​​
#odiyasuperhitsongs​​
#odiyajesussong​​
#HolySpiritSongs​​
#HindiNewChristianSongs​​
#OdiaChristianSongs​​
#KuiChristanSongs​​
#KaraputiaChristianSongs​​
#odia​
#jaganmohannag​
#bikramtakri​
#SanjeetMusic

!! *ANTI-PIRACY WARNING * !!
This content is copyright to SANJEET MUSIC Any unauthorized reproduction redistributio, re-upload ( audio or video ) is strictly prohibited of this material . please contact through mail we always want to help you.

THANK YOU FOR WATCHING.
GOD BLESS YOU FOR YOUR LOVE COMMENTS SHARE AND SUBSCRIBE

!!* ANTI- PIRACY WARNING *!!

This content is copyright to SANJEET MUSIC Any unauthorized reproduction redistribution ,re-upload ( audio or video ) is strictly prohibited of this material. Legal action will be taken against those who violate this copyright material presented.

!!...FAIR - USE COPYRIGHT DISCLAIMER ....!!
Copyright Disclaimer Under Section 107 of the Copyright Act 1976, allowance is made for "fair use" for purposes such as criticism,commenting,news reporting,teaching,scholarship,and research. Fair use is a use premitted by copyright statute that might otherwise be infringing. This video has no negative impact on the orginal works it would actually be positive for them .if any owners of the content clips would like us to remove the video,we have no problem with that and will do so as fast as possible .Please massage us on You Tube if you have any concerns..We believe these videos are fair use because : They are transformative in a positive sense,we use within them act as a catalyst to further reading ...................THANK YOU ALL

Комментарии

Информация по комментариям в разработке