ତୁମରି ଚରଣେ ତଳେ ବିତି ଯାଉ ଏମିତି ମଧୁର ବେଳା.. SINGING BY

Описание к видео ତୁମରି ଚରଣେ ତଳେ ବିତି ଯାଉ ଏମିତି ମଧୁର ବେଳା.. SINGING BY

ତୁମରି ଚରଣ ତଳେ ବିତି ଯାଉ ଏମିତି ମଧୁର ବେଳା
ନୟନ ର ନୀର ହୋଇ ବହି ଯାଉ ଯେତେ ମୋ ଦହନ ଜ୍ଵଳା
ତୁମରି ଚରଣ ତଳେ...........

ତୁମରି ସାନ୍ନିଧ୍ୟ ପାଇ ନିତି ଦିନ
ଭରି ଯାଉ ପ୍ରାଣ ଶାନ୍ତ ହେଉ ମନ
ଭାରି ଆଲୋକରେ ଭରି ଯାଉ ମୋର
ଜିର୍ଣୟେ ପର୍ଣ୍ଣ ଶାଳ

ତୁମରି ଚରଣ......

ପତ୍ରଝରାର ମର୍ମର ପାରେ
ସବୁଜ ପାଟଳ କଳି ଟିଏ ଧରେ
ତୁମ କରୁଣା ର ବେଳା ଭୂଇଁ ଛୁଏଁ
ଦୁଃଖର ଲହରୀ ମାଳା

ତୁମରି ଚରଣ ତଳେ.....


#satsang #devotionalsongs #spiritual #sri_sri_thakur_anukul_chandra #dayalthakur #satsang #berhmpur
#lyrics #bhajansong

Комментарии

Информация по комментариям в разработке