ବିଜେଡିର ଅଡୁଆ ସୂତା, ବିଧାୟକଙ୍କ ବିରୋଧରେ ମେଳି | Odisha Reporter

Описание к видео ବିଜେଡିର ଅଡୁଆ ସୂତା, ବିଧାୟକଙ୍କ ବିରୋଧରେ ମେଳି | Odisha Reporter

ନବରଙ୍ଗପୁର ବିଧାୟକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ସହ ଗୁମର ଖୋଲିଲେ ପୂର୍ବତନ ବିଜେଡି ଜିଲ୍ଲା ସଭାପତି ଅର୍ଜୁନ ତ୍ରିପାଠୀ। ବିଧାୟକଙ୍କ ବିରୋଧରେ ମେଳି କରି BJD ବିଧାୟକ ପ୍ରାର୍ଥୀନୀଙ୍କ ପ୍ରାଥୀତ୍ୱ ପ୍ରତ୍ୟାହାର ପାଇଁ ଦାବୀ କଲେ ଶତାଧିକ ଆଗଧାଡିର ନେତା।

Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #bjd #Nabarangapur #politics #odisha #news #Election2024 #odishareporter

Комментарии

Информация по комментариям в разработке