ବାରିପଦା ଗଲେ ବବିଙ୍କୁ ପାନେ ଦେବେ ବିଜେଡି ନେତା ! | Odisha Reporter

Описание к видео ବାରିପଦା ଗଲେ ବବିଙ୍କୁ ପାନେ ଦେବେ ବିଜେଡି ନେତା ! | Odisha Reporter

ମୟୂରଭଞ୍ଜରେ ଶୂନ ହୋଇଗଲା ବିଜେଡି, ହାରିଲେ ସବୁ ବିଧାୟକ ପ୍ରାର୍ଥୀ। ଜିଲ୍ଲାରେ ପର୍ଯ୍ୟବେକ୍ଷକ ଥିଲେ ବିବି ଦାସ ଆଉ ସହ ପର୍ଯ୍ୟବେକ୍ଷକ ଜନ୍ମେଜୟ। ମମତା ବିଜେଡି ଏବଂ ରାଜ୍ୟସଭା ଛାଡ଼ିବାର କାରଣ ଦର୍ଶାଇଥିଲେ ବବିଙ୍କୁ। ସାଂସଦ ହୋଇ ମଧ୍ୟ ନିଜ ଇଛାରେ ପାଣ୍ଠି ଖର୍ଚ୍ଚ କରିପାରୁ ନଥିଲେ ମମତା। ବବିଙ୍କୁ ନେଇ ମୟୂରଭଞ୍ଜ ବିଜେଡିରେ ଅନେକ ଅସନ୍ତୋଷ। ଭୟରେ କେହି କହିପାରୁ ନଥିଲେ ମଧ୍ୟ ଭିତରେ ଅସନ୍ତୋଷ ପ୍ରବଳ....

Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #Baripada #Mayurbhanj #mamatamohanta #SudamMarandi #odisha #news #odishareporter

Комментарии

Информация по комментариям в разработке