🔴LIVE|| କାହିଁକି ନୀରବ ବିଜେଡି ?|| MANTHAN || Odisha Reporter ||

Описание к видео 🔴LIVE|| କାହିଁକି ନୀରବ ବିଜେଡି ?|| MANTHAN || Odisha Reporter ||

🔴LIVE|| କାହିଁକି ନୀରବ ବିଜେଡି ?|| MANTHAN || Odisha Reporter ||
ବିଜେପିର କେନ୍ଦ୍ରୀୟ ନେତା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ବିଭିନ୍ନ ପ୍ରସଙ୍ଗରେ ସିଧା ପ୍ରଶ୍ନ କରୁଥିବା ବେଳେ ବିଜେଡି ଏହାର ସିଧାସଳଖ ଜବାବ ଦେଇପାରୁ ନାହିଁ। ସେ ରତ୍ନଭଣ୍ଡାର ପ୍ରସଙ୍ଗ ହେଉ କି ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା କଥା ହେଉ, ରାଜ୍ୟର ଖଣିଜ ସମ୍ପଦ କଥା ହେଉ କି ସଂସ୍କୃତିର ସୁରକ୍ଷା ହେଉ। ଏନେଇ ବିଜେଡି ବଙ୍କା ଉତ୍ତର ଦେଉଥିବା ବେଳେ ନିର୍ବାଚନରେ ଏହାର କେତେ ପ୍ରଭାବ ରହିବ ତାକୁ ନେଇ ଦେଖନ୍ତୁ ମନ୍ଥନ କାର୍ଯ୍ୟକ୍ରମ।
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #manthan #odishapolitics #livenews #odisha #bjd #election

Комментарии

Информация по комментариям в разработке