ସମୟରେ ପିରିୟଡସ୍ ନହେବା - ପିସିଓଏସର ଲକ୍ଷଣ | Dr Lipika Moharana on PCOS in Odia | Causes & Treatment

Описание к видео ସମୟରେ ପିରିୟଡସ୍ ନହେବା - ପିସିଓଏସର ଲକ୍ଷଣ | Dr Lipika Moharana on PCOS in Odia | Causes & Treatment

#PCOS #OdiaHealthTips #DoctorAdvice

ପିସିଓଏସ୍ ବା ପଲିସିଷ୍ଟିକ୍ ଓଭାରିଆନ୍ ସିଣ୍ଡ୍ରୋମ୍ ହେଉଛି ଏକ ହରମୋନ୍ ଜନିତ ସମସ୍ୟା। ବର୍ତ୍ତମାନ ସମୟରେ କିଶୋରୀଙ୍କଠାରୁ ଆରମ୍ଭ କରି ୪୦ ବର୍ଷର ମହିଳାଙ୍କ ପର୍ଯ୍ୟନ୍ତ ପିସିଓଏସ୍‌ ସମସ୍ୟା ଦେଖାଦେଉଛି। ଏହି ସମସ୍ୟା ଥିଲେ ମହିଳାଙ୍କର ଋତୁଚକ୍ରରେ ଅନିୟମିତତା ହୁଏ, ବହୁତ ଦିନ ବା ମାସ ମାସ ପର୍ଯ୍ୟନ୍ତ ଋତୁସ୍ରାବ ବନ୍ଦ ହୋଇଯାଏ କିମ୍ବା ବହୁତ ଶୀଘ୍ର ଋତୁଚକ୍ର ହୋଇଥାଏ। ତେବେ ପିସିଓଏସର କାରଣ କ’ଣ? ଏହା ହେଲେ ମହିଳାଙ୍କଠାରେ କେଉଁ କେଉଁ ସମସ୍ୟା ହୋଇପାରେ? ଏନେଇ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଲିପିକା ମହାରଣା କ’ଣ କହୁଛନ୍ତି ଆସନ୍ତୁ ଜାଣିବା?

ଏହି ଭିଡିଓରେ ରହିଛି,

ପିସିଓଏସ୍ କ’ଣ? (0:00)
ପିସିଓଏସ୍‌ର କାରଣ କ’ଣ? (1:18)
ଗର୍ଭାବସ୍ଥା ଓ ଋତୁସ୍ରାବ ଉପରେ ପିସିଓଏସର ପ୍ରଭାବ (2:11)
ପିସିଓଏସର ଲକ୍ଷଣ (4:01)
ପିସିଓଏସ୍ ଯୋଗୁଁ ତ୍ୱଚା ଓ କେଶଜନିତ ସମସ୍ୟା (4:56)
ବିଭିନ୍ନ ବୟସ ଉପରେ ପିସିଓଏସ୍‌ର ପ୍ରଭାବ (6:06)
ପିସିଓଏସ୍‌କୁ ଚିହ୍ନିବେ କେମିତି? (8:13)
ପିସିଓଏସ୍‌ର ଚିକିତ୍ସା (10:30)
ଡାକ୍ତରଙ୍କ ଟିପ୍ସ (14:27)

ଯଦି ଆପଣ ଏହି ଭିଡିଓ ଉପରେ ଆଧାରିତ ଲେଖା ପଢ଼ିବାକୁ ଚାହୁଁଛନ୍ତି, କ୍ଲିକ୍‌ କରନ୍ତୁ: https://www.swasthya.plus/what-are-th...

PCOS or polycystic ovarian syndrome, is a hormonal problem in females. The most common PCOS symptoms are Irregular periods, Heavy bleeding, unwanted hair growth, Acne, etc. So what are the causes of PCOS? How to recognize it? Let us find out from Dr Lipika Moharana, a gynaecologist and obstetrician.

In this video,

What is PCOS? (0:00)
Cause of PCOS (1:18)
Effects of PCOS on pregnancy and menstruation (2:11)
Symptoms of PCOS (4:01)
Skin and hair problems due to PCOS (4:56)
Effect of PCOS on different ages (6:06)
How to recognize PCOS? (8:13)
Treatment of PCOS (10:30)
Doctor's Advice (14:27)

Subscribe Now & Live a Healthy Life!

ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍

ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!

For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia).

For feedback and business inquiries, contact Swasthya Plus Odia at [email protected]

Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!

Комментарии

Информация по комментариям в разработке