କିଡ୍‌ନି ରୋଗର କାରଣ, ଲକ୍ଷଣ ଓ ଚିକିତ୍ସା | Dr. Biswajit Nanda on causes and cure for kidney disease, Odia

Описание к видео କିଡ୍‌ନି ରୋଗର କାରଣ, ଲକ୍ଷଣ ଓ ଚିକିତ୍ସା | Dr. Biswajit Nanda on causes and cure for kidney disease, Odia

#KidneyCare #KidneyTransplant #OdiaHealthTips

Subscribe Now & Live a Healthy Life!

ଡାଏବେଟିସ୍, ବ୍ଲଡ୍ ପ୍ରେସର୍ ଓ କୋଲେ୍ଷ୍ଟ୍ରଲ୍ ନିୟନ୍ତ୍ରଣ ନକଲେ ବିଗିଡ଼ି ଯାଇପାରେ ଆପଣଙ୍କ କିଡ୍‌ନି – ଦେଖନ୍ତୁ ଭିଡିଓ

କିଡ୍ନି ରୋଗର କାରଣ, ଏହାର ଲକ୍ଷଣ ଓ ଚିକିତ୍ସା ସଂପର୍କରେ ଜଣାଶୁଣା ବିଶେଷଜ୍ଞ ଡାକ୍ତର ବିଶ୍ୱଜିତ ନନ୍ଦଙ୍କ ପରାମର୍ଶ। (Kidney Failure – Causes, Symptoms and Treatment in Odia)

ଏହି ଭିଡିଓରେ ରହିଛି:

• କିଡ୍‌ନି ଖରାପ ହେବାର ପ୍ରମୁଖ କାରଣଗୁଡ଼ିକ କ’ଣ?
• ଡାଏବେଟିସ୍ ଓ ବ୍ଲଡ୍ ପ୍ରେସର ନିୟନ୍ତ୍ରଣ ନହେଲେ କିଡ୍ନି ବିଗିଡ଼ିଥାଏ କି?
• କୌଣସି ଔଷଧର କୁପ୍ରଭାବରୁ କିଡ୍ନି ଖରାପ ହୋଇପାରେ କି?
• କିଡ୍‌ନି ରୋଗର ଲକ୍ଷଣଗୁଡ଼ିକ କ’ଣ?
• ଡାଏଲିସିସ୍ କ’ଣ, କାହିଁକି କରାଯାଏ?
• କିଡ୍‌ନି ଟ୍ରାନ୍ସପ୍ଲାଣ୍ଟେସନ କ'ଣ, କେମିତି କରାଯାଏ?
• କ’ଣ କଲେ ଆମେ ନିଜକୁ କିଡ୍ନି ସମସ୍ୟାରୁ ଦୂରେଇ ରଖିପାରିବା?

ଯଦି ଆପଣ ଏହି ଭିଡିଓ ଉପରେ ଆଧାରିତ ଲେଖା ପଢ଼ିବାକୁ ଚାହୁଁଛନ୍ତି, କ୍ଲିକ୍‌ କରନ୍ତୁ: https://www.swasthya.plus/kidney-fail...

A brief medical advice, in Odia language, on Kidney ailments with their symptoms & treatment and the option for Kidney transplantation based on the interview with Dr Biswajit Nanda, Consultant Urology, Andrology and Kidney Transplant Surgeon.

ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍

ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!

ସ୍ଵାସ୍ଥ୍ୟ ପ୍ଲସର ୟୁଟ୍ୟୁବ୍ ଚ୍ୟାନେଲ ସବ୍‌ସ୍କ୍ରାଇବ୍ କରନ୍ତୁ।

SwasthyaPlus, the first health portal of Odisha provides you with Health Tips & Expert Advice in Odia language on hygiene, nutrition, lifestyle, and more!

Connect with us at https://www.swasthya.plus

Комментарии

Информация по комментариям в разработке