ମନ୍ତ୍ରୀଙ୍କୁ ପ୍ରଶ୍ନ କରି ଫଶିଗଲେ ବିଧାୟକ | Odisha Assembly Raises Concerns Over Vacant RI, ARI Posts |OR

Описание к видео ମନ୍ତ୍ରୀଙ୍କୁ ପ୍ରଶ୍ନ କରି ଫଶିଗଲେ ବିଧାୟକ | Odisha Assembly Raises Concerns Over Vacant RI, ARI Posts |OR

#ମନ୍ତ୍ରୀଙ୍କୁ_ପ୍ରଶ୍ନ_କରି_ଫଶିଗଲେ_ବିଧାୟକ
ପ୍ରଶ୍ନ ପଚାରି ଫଶିଗଲେ ବରିଷ୍ଠ ବିଧାୟକ ଅରୁଣ ସାହୁ । ରାଜ୍ୟରେ ଆରଆଇ ଏବଂ ଅମିନଙ୍କ ପଦବୀ ଖାଲି ପଡିବା ଏବଂ ନିଯୁକ୍ତି ନେଇ ପ୍ରଶ୍ନ କରିଥିଲେ ଅରୁଣ ସାହୁ ହେଲେ ତାଙ୍କ ପ୍ରଶ୍ନର କଟାକ୍ଷ କରି ଉତ୍ତର ଦେଇଥିଲେ ରାଜସ୍ବ ମନ୍ତ୍ରୀ, କହିଲେ ମୁଁ ଏତେ ଖାଲି ପଦବୀର କାରଣ ଖୋଜୁଛି, ହେଲେ ଏହା ମୋତେ ପୂର୍ଵ ସରକାରରୁ ଉତ୍ତରଧିକାରୀ ସୂତ୍ରରେ ମିଳିଛି।


ମନ୍ତ୍ରୀଙ୍କୁ ପ୍ରଶ୍ନ କରି ଫଶିଗଲେ ବିଧାୟକ | Odisha Assembly Raises Concerns Over Vacant RI, ARI Posts | Odisha Reporter
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #Odisha #SureshPujari #ArunSahu #OSSSC #assembly

Комментарии

Информация по комментариям в разработке