ଗୋଇଠି ଓ ତଳି ପାଦରେ ଅସହ୍ୟ ବ୍ୟଥା: କେମିତି ରୋକିବେ? | Feet and Heel Pain in Odia | Dr Shakti Swaroop

Описание к видео ଗୋଇଠି ଓ ତଳି ପାଦରେ ଅସହ୍ୟ ବ୍ୟଥା: କେମିତି ରୋକିବେ? | Feet and Heel Pain in Odia | Dr Shakti Swaroop

#HeelPain #FootPain #OdiaHealthTips

ସାଧାରଣତଃ ବେଶୀ ସମୟ ଛିଡ଼ା ହୋଇ ରହିଲେ, ଅଧିକ ସମୟ ଚଲାବୁଲା କଲେ ଗୋଇଠି ଓ ତଳି ପାଦରେ ଯନ୍ତ୍ରଣା ହୋଇଥାଏ। କିନ୍ତୁ ବିଶ୍ରାମ ଓ ମାଲିସ୍‌ କରିବା ପରେ ଏହା ଭଲ ହୋଇଯାଇଥାଏ। ଅନେକ ସମୟରେ ଏହି ଯନ୍ତ୍ରଣା ଲାଗି ରହିଥାଏ ଓ ଅଧିକ ଦିନ ଧରି ଗୋଇଠି ଓ ତଳି ପାଦରେ ବ୍ୟଥା ହୋଇଥାଏ। ଏହା କାହିଁକି ହୁଏ? ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ କହିଛନ୍ତି ବିଶିଷ୍ଟ ହାଡ଼ ରୋଗ ବିଶେଷଜ୍ଞ ଡାକ୍ତର ଶକ୍ତି ସ୍ୱରୂପ, ଆସନ୍ତୁ ଅଧିକ ଜାଣିବା।

ଏହି ଭିଡିଓରେ ରହିଛି,

ଗୋଇଠି ଓ ପାଦ ବ୍ୟଥା କାହିଁକି ହୁଏ? (0:00)
ଅନ୍ୟ କେଉଁ ସବୁ କାରଣ ଯୋଗୁଁ ଗୋଇଠି ଯନ୍ତ୍ରଣା ହୋଇପାରେ? (2:43)
ଗୋଇଠି ଯନ୍ତ୍ରଣାର ପରୀକ୍ଷା ଏବଂ ଚିକିତ୍ସା (4:25)
ଗୋଇଠି ଓ ତଳି ପାଦ ଯନ୍ତ୍ରଣାରୁ ଉପଶମ ପାଇବେ କେମିତି? (6:33)

Feet and Heel Pain refers to any discomfort or pain experienced in the heel or feet. Causes of heel and foot pain include conditions such as plantar fasciitis, heel spurs, flat feet, excessive physical activity or certain medical conditions. How to get relief from Feet and Heel Pain? Let’s know more from Dr Shakti Swaroop, an Orthopaedic & Joint Replacement Surgeon.

In this video,

Causes of Feet and Heel Pain, in Odia (0:00)
Scientific reason behind Feet and Heel Pain, in Odia (2:43)
Diagnosis and Treatment of Feet and Heel Pain, in Odia (4:25)
How to get relief from Feet and Heel Pain? in Odia (6:33)

Subscribe Now & Live a Healthy Life!

ସ୍ଵାସ୍ଥ୍ୟ ପ୍ଲସ୍‌ ନେଟ୍‌ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍‌ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।

Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns.

ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ।

ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!

For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia).

For feedback and business inquiries, contact Swasthya Plus Odia at [email protected]

Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!

Комментарии

Информация по комментариям в разработке