ମାଁ କଙ୍କଣ ଦେବୀ ମନ୍ଦିର, ଭେଟନଈ / ପିଲା ଖାଇ ମା / ମା କଙ୍କଣ ଦେବୀଙ୍କ ରହସ୍ୟ / Maa kankana devi Temple Vlog

Описание к видео ମାଁ କଙ୍କଣ ଦେବୀ ମନ୍ଦିର, ଭେଟନଈ / ପିଲା ଖାଇ ମା / ମା କଙ୍କଣ ଦେବୀଙ୍କ ରହସ୍ୟ / Maa kankana devi Temple Vlog

ମାଁ କଙ୍କଣ ଦେବୀ ମନ୍ଦିର, ଭେଟନଈ / ପିଲା ଖାଇ ମା / ମା କଙ୍କଣ ଦେବୀଙ୍କ ରହସ୍ୟ / Maa kankana devi Temple Vlog

Maa Kankana Devi Mandir
ମାଁ କଙ୍କଣ ଦେବୀ ପୀଠ

Hello everyone welcome to new and fresh vlog. Amay aji jiba ମାଁ କଙ୍କଣ ଦେବୀ ପୀଠ. Jaha ki pratekhya devi boli Jana jaye.

ଗଂଜାମ ଜିଲ୍ଲା ଆସିକାରୁ ବୁଗୁଡ଼ା ଯିବା ରାସ୍ତାର ପାଶ୍ୱରରେ ରହିଛି ଭେଟନଈ ଗ୍ରାମ। ଗ୍ରାମଠାରୁ ମାତ୍ର ଦୁଇ କିଲୋମିଟର ଦୂରରରେ ପାହାଡ଼ ଉପର ଅଞ୍ଚଳର ପ୍ରତ୍ୟେକ୍ଷ ଦେବୀ "ମା କଙ୍କଣ ଦେବୀ" ବିରାଜମାନ କରୁଛନ୍ତି। ଘଞ୍ଚ ଜଙ୍ଗଲ ମଧ୍ୟରେ ଆବିର୍ଭାବ ମା କଙ୍କଣ ଦେବୀ ପୀଠକୁ ଯିଏ ଆସେ ତାହାର ମନସ୍କାମନା ପୂରଣ ହୋଇଥାଏ ବୋଲି ଲୋକେ କୁହନ୍ତି।

ଆମେ ଆଜି ଆସିଯାଇଛନ୍ତି ମାଁ କଙ୍କଣ ଦେବୀ ମନ୍ଦୀର କୁ।

ଏଠାରେ ପିଠା-ପଣା ମାନସିଲେ ହଜିଥିବା ଜିନିଷ ମଧ୍ୟ ମିଳିଯାଇଥାଏ ।
ଲୋକେ ଯାହାକୁ ଦେବୀ ବୋଲି ପୂଜା କରନ୍ତି ତାହା ମା କଙ୍କଣ ଦେବୀ ଏକ ବିରାଟ ପଥର ଖଣ୍ଡ। ଯାହାର ଉଚ୍ଚତା ୫୭ ରୁ ୬୦ ଫୁଟ ଆଉ ମୋଟେଇ ୫ ରୁ ୮ ଫୁଟ। ଏହି ବିରାଟ ପଥରଟି (10000 Ton / 10000000 kg ) ଗୋଟିଏ ଛୋଟ ପଥର ଉପରେ ଶୂନ୍ୟରେ ରହିଥିବା ଦେଖିବାକୁ ମିଳେ।

ବହୁ ପୁରାତନ କାଳରୁ ଏଠାରେ ଲୋକେ ମା କଙ୍କଣ ଦେବୀଙ୍କୁ ପୂଜା କରି ଆସୁଥିବା ବେଳେ ଘୁମୁସରର ଭଞ୍ଜବଂଶୀୟ ରାଜା ମାନେ ମଧ୍ୟ ଏଠାକୁ ଆସି ମା'ଙ୍କ ପୂଜାର୍ଚ୍ଚନା କରୁଥିଲେ। ସେହି ସମୟରେ ଏହି ସ୍ଥାନଟି ଏକ ଘଂଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା। ପ୍ରତିଦିନ ରାଜା ଆସି ମାଙ୍କ ଦର୍ଶନ କରୁଥିଲେ।

ଲୋକକଥା ଅନୁସାର ରେ (T bhikari patra kankan dei sevak ) ଦିନେ ରାଜା ଯେଉଁ ସ୍ଥାନକୁ ଯାଉଛନ୍ତି ତାହା ଜାଣିବା ପାଇଁ ଲୋକେ କୌତୁହଳରେ ଏଠାକୁ ଚାଲିଆସିଲେ। ସେଠାରେ ସେମାନେ ଦେଖିଲେ ଯେ, ଏକ ବିରାଟ ପଥରକୁ ରାଜା ପୂଜା କରି ଫେରୁଛନ୍ତି। ସେହି ଦିନ ଠାରୁ ସ୍ଥାନୀୟ ଅଞ୍ଚଳର ଲୋକେ ମା'ଙ୍କ ପୂଜା କରି ଆସୁଛନ୍ତି। ଗଞ୍ଜାମସ୍ଥିତ ବିଭିନ୍ନ ଶକ୍ତି ପୀଠ ଗୁଡିକରେ ପୂଜା ପାଉଥିବା ଦେବୀମାନେ ପରସ୍ପରର ଭଉଣୀ ବୋଲି ବିଶ୍ୱାସ ରହିଛି। ସେଥିମଧ୍ୟରୁ ମା କଙ୍କଣଦେବୀ ସାନ ଭଉଣୀ। ଯଦି କାହାର କିଛି ହଜି ଯାଇଥାଏ ତେବେ ସେ ମାଙ୍କ ପାଖାରେ କୁଣ୍ଡା ପୋଡ଼ ପିଠା ଓ ପଣା ଭୋଗ ମନାସିଲେ ହଜି ଯାଇଥିବା ଜିନିଷ ମିଳିଯାଏ ବୋଲି ମାନ୍ୟତା ରିହିଛି।

ମାଙ୍କ ନାମ କଙ୍କଣ ଦେବୀ ରହିବା ପଛର କାରଣ

କୁହାଯାଏ, ପୂର୍ବେ ମା ବିରାଜମାନ କରୁଥିବା ପାହାଡ଼ର ତଳକୁ ଝିଅ ରୂପରେ ଆସି ପିଲାଙ୍କ ସହ ଖେଳେ ଓ ପରେ ସେମାଙ୍କୁ ନେଇ ଯାଏ। କିଛି ଦିନ ପରେ ନିଖୋଜ ହୋଇ ଯାଇଥିବା ପିଲାର କେବଳ କଙ୍କାଳ ପଡିଥିବା ଦେଖିବାକୁ ମିଳିଥାଏ। ସେଥିପାଇଁ ମା ଙ୍କ ନାମ କଙ୍କଣ ଦେବୀ ରଖା ଯାଇଛି। ଏଠାକାର ସବୁଠାରୁ ବଡ଼ ଘଟଣା ହେଲା ଦୋଳପୁର୍ଣ୍ଣମାରେ ସବୁଠାରୁ ଅଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ। ଏହି ପୀଠଟି ଲୋକାଲୋଚନକୁ ଆସିବା ପରେ ପାହାଡ଼ ପର୍ବତ ଘେରା ଏହି ସ୍ଥାନଟିର ଅନେକ କିଛି ଉନ୍ନତି ମୂଳକ କାଯ୍ୟହୋଇଥିବା ବେଳେ ଏବେ ମଧ୍ୟ ଅନେକ କିଛି କରିବାର ଆବଶ୍ୟକତା ରହିଛି।

ଏହି ଦୁଇ ପଥର ର gap ଦେଖିପାରୁଥିବେ, ଆଶ୍ଚର୍ଯ୍ୟ ଲାଗୁଥିଲେ ଭି ଏଇଟା ହିଁ ସତ୍ୟ। ଗୋଟେ ପଥର ଆଉ ଗୋଟେ ପଥର ଉପରେ ଲଦି ହୋଇ ରହିଛି, ସେ ଭି ଅସାଧାରଣ ଭଳି।

ପୂଜାରୀ ବାପା ଯୋ କହୁଥିଲେ ଯେଉଁ କୁଟୁଣି କଥା, ଏହି ଜାଗା ରେ ହିଁ ସେ ଦୁଇ ବୁଢା ବୁଢ଼ୀ ଧାନ କୁଟା କୁଟି କରି ଖାଇ ଚଳୁଥିଲେ। ଏବେ ବର୍ତ୍ତମାନ ଆମେ ମନ୍ଦୀର ର ତଳ ଭାଗ ଦେଖିବା।

First puja bhandar dekhiba ku miliba jaha bhi puja Kariba samagri athi milijiba. athi duiti mandap bhi achi randha randhi Kari khaiba subhidha madhya achi. Ya Saha Pani ra bhi subidha achi. Kichi asubidha habani. Picnic pain a jaga pura suitable. Basiba pain chair ra bhi subidha Kara jaichi.

Now ଏଇଟା ହଉଛି ଗୋଟେ chilldren park. ପିଲା ମାନଙ୍କ ଖେଳା ଖେଳି ପାଇଁ ଭି ଧ୍ୟାନ ରଖା ଯାଇଛି। ମତେ ବହୁତ୍ ଭଲ ଲାଗିଲା ଏହି ଜାଗା ଟି। ଆପଣ ସମସ୍ତେ ଆସି ଏଠିକାର ପ୍ରାକୃତିକ ସୌନ୍ଦର୍ଯ୍ୟ କୁ ଉପଭୋଗ କରନ୍ତୁ।

Aji ra ehi sundar vlog tiku samapta karuchi. Puni tharay dekha heba another new au fresh vlog ray. Video tiku share karantu samastanka Saha. Have a great day. Bye bye.

#kankanadeipitha #pilakhaimaa #maakankanadei #kankaladevi #prabinalenka #praveenlenkaofficial

maa kankana debi pitha
maa kankana devi
kankana debi pitha
maa kankana devi temple
kankana devi
maa kankana devi aska
kankana devi temple
kankan devi
maa kankana devi bhetanai
aska kankana devi
kankaala devi to kankana devi
kankana devi temple aska
bhetanai kankana devi
kankana devi badagada
kankana debi
ganjam maa kankana debi
explore to kankana devi
maa kankana debi mandir
paniki pathara kankana debi pitha

maa kankana devi bhetanai
bhetanai kankana devi
maa kankana debi bhetanai
kankana devi temple bhetanai
bhetanai maa kankana debi temple
maa kankana devi
bhetanai kankana debi temple
maa kankana debi temple bhetanai ganjam
kankana devi bhajan
maa kankana devi aska
kankana devi
maa kankana devi temple
kankan devi
aska kankana devi
ganjam maa kankana debi

maa kankana devi
maa kankana devi temple
maa kankana devi aska
kankana devi
kankana devi temple
maa kankana devi bhetanai
kankan devi
aska kankana devi
kankana devi temple aska
banashankari devi story
bhetanai kankana devi
kankana devi badagada
kankana devi temple bhetanai
banashankari devi
kankanadebi mandir
kankanadebi temple
maa kankana debi temple in ganjam
harishankar mandir mystry

bhetanai photos
bhetanai kankana devi mandir
kankan devi mandir
thakurani mandir
pila khai maa
pilakhai maa
kabi samrat upendra bhanja
bhetanai mahabharat
bhetanai ganjam
kabi samrat upendra bhanja biography in odia
kabi samrat upendra bhanja jibani
bagdebi
bagdevi mandir
maa bagdevi anka sana bhauni kankana devi
ମା କଙ୍କଣ ଦେବୀ
ମା ବାଗଦେବି
Praveen Lenka Official
praveenlenkaofficial
Prabina Lenka
prabinalenka
muodia
mu odia
dolapurnima
dolapurnima jatra
maa kankana devi rahasya
Kula paniki maa
hidden temple of odisha
mystery of kankana devi temple

Комментарии

Информация по комментариям в разработке