Ati Nijara || ଅତି ନିଜର || Jagan Mohan Nag Latest New || Odiya devotional Song || Full HD Video

Описание к видео Ati Nijara || ଅତି ନିଜର || Jagan Mohan Nag Latest New || Odiya devotional Song || Full HD Video

Ati Nijara || ଅତି ନିଜର || Jagan Mohan Nag Latest New || Odiya devotional Song || Full HD Video

Track link :08
   • |Top Ten It Karoake Track Jagan Mohan...  

Please Subscribe For More Song
   / @jaganmohannagoffcial6527  

🙏🙏 ଦୟାକରି ଆମ ସେବା କାର୍ଯ୍ୟ ନିମନ୍ତେ ପ୍ରାର୍ଥନା କରନ୍ତୁ

🙏🙏 ଦୟାକରି ଆମ ଏହି YouTube Jagan Mohan Nag Official ଚେନାଲ କୁ ବହୁ ମାତ୍ରାରେ subscribe କରନ୍ତୁ ।
🙏🙏 ଗୀତର ଲିଂକ କୁ ଅନ୍ୟ ମାନଙ୍କ ନିକଟରେ ସେୟାର କରନ୍ତୁ ।
CONTACT DETAILS
Whatssap: 09777874138 , 8637205771

Spotify ,Jiosawan & Other platforms link:
https://open.spotify.com/artist/1K2Pd...

Jagan Mohan Nag Official page link :
https://fb.watch/qHX6G-JIzg/?mibextid...
Instagram link :
https://instagram.com/stories/jaganmo...

#atinijara
#jaganmohannagchristiansong
#latestchristiandevotionalsongs
#newodiyachristiansong
#odiyastatussong
#odiyassadsongs
#jaganmohannagbestodiyasong
#jaganmohannagofficial
#batoi
#jaganmohannagsuperhitsong
#bestodiyasong
#humanesagarchristiansongs
#amitpanichristiansong
#bidyutbhatrachristiansong
#amitbadanayakchristiansongs
#odiyajesussongs
#odiyaaradhanagito
#2023bestodiyasong
#2023bestodiyadevotionalsong
#odiyaviralsong
#odiyatredingsongs
#jisugito

"ସ୍ତ୍ରୀଲୋକ ଆପଣା ଗର୍ଭଜାତ ପୁତ୍ରକୁ ସ୍ନେହ ନ କରି କି ଆପଣା ସ୍ତନ୍ୟପାୟୀ ଶିଶୁକୁ ପାସୋରି ପାରିବ?
ହଁ, ଏମାନେ ପାସୋରି ପାରନ୍ତି, ତଥାପି ଆମ୍ଭେ ତୁମ୍ଭକୁ ପାସୋରିବା ନାହିଁ। " ( ଯିଶାୟ 49:15 ) ବାସ୍ତବରେ ଦୁନିଆର ଅନେକ ବିଷୟ ଅତି ସ୍ୱଳ୍ପ ସମୟ ପାଇଁ ନିଜର କରିଥାଏ କିନ୍ତୁ ପରବର୍ତ୍ତୀ ସମୟରେ ନିଜ ଠାରୁ ଅଲଗା ହୋଇଯାଏ। କିନ୍ତୁ ଯୀଶୁ କେବେ ମଧ୍ୟ ଆପଣଙ୍କ ଠାରୁ ଏବଂ ମୋ ଠାରୁ ଅଲଗା ରୁହନ୍ତି ନାହିଁ ।ସେ ଆମ୍ଭମାନଙ୍କର ଅତି ନିଜର ଅଟନ୍ତି ।

ପ୍ରଭୁ ଯୀଶୁଙ୍କ ବହୁ ମୂଲ୍ୟ ନାମରେ ଆପଣ ମାନଙ୍କୁ ମୋର ଆନ୍ତରିକ ଖ୍ରୀଷ୍ଟୀୟ ନମସ୍କାର 🙏🙏🙏। ବହୁ ଦିନର ବ୍ୟବଧାନ ପରେ ପ୍ରଭୁ ଗୋଟିଏ ସୁନ୍ଦର ଗୀତ ପ୍ରସ୍ତୁତ କରିବାର ସୁଯୋଗ ଦେଲେ । ବିଶେଷ କରି ଆପଣ ମାନଙ୍କ ପ୍ରାର୍ଥନା ଏବଂ ସହଯୋଗ ନିମନ୍ତେ ହୃଦୟର ସହିତ କୃତଜ୍ଞତା ଜଣାଏ ,ଯାହା ଦ୍ଵାରା କି 100 K SUBSCRIBER ହୋଇପାରିଛି ଆମ ୟୁଟୁବ ଚାନେଲ । ମୁଁ ଆଶାକରୁଛି ଏହି ଗୀତ ମାଧ୍ୟମରେ ପ୍ରଭୁ ଅନେକଙ୍କୁ ସ୍ପର୍ଶ କରନ୍ତୁ ।

**ଦୟାକରି ଆପଣମାନେ ଆମ ଏହି ଚେନାଲକୁ subscrib କରିବାକୁ ଭୁଲିବେ ନାହିଁ ।ଆପଣ ମାନଙ୍କ ପ୍ରାର୍ଥନା ରେ ସ୍ମରଣ କରିବେ । 🙏🙏🙏🙏🙏🙏🙏🙏

SONG CREDITS

Song Title : Ati Nijara

Lyrics ,Music & Voice : Jagan Mohan Nag

Music Arrangement : Bapi Samal

Camera : Swastik

Edit : Sakti Prasad Mishra

Thumbnail : Umesh & Parsuram Sagaria

Recordist : Soubhagya Panda

Mixsing & Mastering : Milon Studio Cuttack

FULL LYRICS

ଏଠି କେହି ନୁହନ୍ତି ମୋ ଆପଣାର
ଯୀଶୁ ଏକା ଅଟନ୍ତି ଅତି ନିଜର
ଭରସା କରି ଅନେକଙ୍କୁ
ଦୁଖଃ ପାଇଲି ନିରାଶ ହେଲି
ଏଠି ଠକି ଚାଲନ୍ତି ସବୁ ବାରମ୍ବାର
ଯୀଶୁ ଏକା ଅଟନ୍ତି ସତ୍ୟ ଈଶ୍ୱର !! ୦ !!

ଜୀବନ ତୋ ଏଠି ଛଳନାରେ ପୂର୍ଣ୍ଣ
କରନ୍ତି କାହିଁକି ସତେ ଏତେ ଅଭିନୟ
ବିଳାସ ବେସନେ କାଟନ୍ତି ଦିନ
ଜାଣିକି ପାରନ୍ତି ନାହିଁ ଆୟୁ ପରିମାଣ
ଯୀଶୁ ହିଁ ପଥ ଯୀଶୁ ହିଁ ସତ୍ୟ
ସେ ହିଁ କରିବେ ଏଠି ସବୁରି ବିଚାର
ଏଠି କହି ଚାଲନ୍ତି ଖାଲି ତୋ ନିଜର
ଯୀଶୁ ବିନା ନାହିଁ କେହି ଆପଣାର
ଏଠି କେହି ନୁହନ୍ତି ମୋ ଆପଣାର
ଯୀଶୁ ଏକା ଅଟନ୍ତି ଅତି ନିଜର !! ୧ !!

ସବୁ ମିଛମାୟା ମାୟାରେ ତୋ ବାୟା
ଫିକା ଫିକା ଲାଗେ ଏଠି ଅଶାନ୍ତ ଦୁନିଆ
କେମିତି ଦୁନିଆ ନାହିଁ କେହି ସାହା
ଡାକୁ ଛନ୍ତି ଯୀଶୁ ମୋତେ ହେବାକୁ ସାହା
ନିଜ ଲୋକଠୁ ଘୃଣିତ ହେଲି
ସମ୍ପର୍କଠାରୁ ଦୁରିତ ହେଲି
ଏଠି କେହି ନୁହନ୍ତି ମୋ ଆପଣାର
ଯୀଶୁ ଏକା ଅଟନ୍ତି ଅତି ନିଜର
ଏଠି ଠକି ଚାଲନ୍ତି ସବୁ ବାରମ୍ବାର
ଯୀଶୁ ଏକା ଅଟନ୍ତି ସତ୍ୟ ଈଶ୍ୱର। !! ୨ !!

jagan mohan nag song/odiya christian song/odiyadevotional song/ Jagan Mohan nag Worship Song/ Latest Odiya Devotional Song/ Jagan Mohan Nag Latest Jesus Odiya Song/ Jagan Mohan Nag Official Song/ Aradhana Song/Odiya Jesus Song/Jagan Mohan Nag Favourate Song/Odiya Superhit Christian Song /
#odiyachristiansongjukebox
#jaganmohannagodiyadevotionalsong
#toptenodiyagospelsong
#jaganmohannagofficial
#latestodiyachristiansong
#odiyajesussong
#ketebhalo
#papomayomorichika
#batoi
#kiapochidebo
#dukhobele
#abhimano
#jagatemokeochi
#hesadaprabhu
#biswasoroneta
Jagan Mohan Nag Official Productions All Right Reserved Any unauthorised broadcasting,copying or recording this video without prior written permission from Jagan Mohan Nag Official Production will constitute and infringement of copyright and serious legal action will be taken against individuals or organisations who do not have the right to do so.

କିଛି ସୁନ୍ଦର ଅଡିଆ ଖ୍ରୀଷ୍ଟୀୟ ଭକ୍ତି ସଙ୍ଗୀତ ଲିଂକ BEST LINK OF SOME SONG

ନିର୍ମାଣ କାରି    • ନିର୍ମାଣ କାରୀ Nirmanokari | Jagan Moha...  

ଗୋଲଗାଥା    • ଗଲଗଥାରେ  || Gal gathare || New Odiya ...  

Best odiya Song :   • Jagan Mohan Nag | Audio Juke Box | Be...  

ତାଡ଼ନା    • ତାଡ଼ନା Tadana || Jagan Mohan Nag Supe...  
ଧନ୍ୟବାଦ    • || ଧନ୍ୟବାଦ || ଓଡ଼ିଆ ଆରାଧନା ସଂଗୀତ || D...  

ଏ କି ପ୍ରେମ    • Ye Ki Prema |ଏ କି ପ୍ରେମ |Jagan Mohan ...  
ବାଟୋଇ    • BATOI || ବାଟୋଇ || JAGAN MOHAN NAG ODI...  
ନିବେଦନ    • ନିବେଦନ |Nibedono |Odiya Devotional l ...  
କେଡେ ସୁନ୍ଦର ଲାଗେ    • କେଡ଼େସୁନ୍ଦର || KEDE SUNDARA LAGE|| NEW...  
କେତେ ଭଲ ମୋର ଯୀଶୁ    • || KETE BHALA MORO JISU କେତେ ଭଲ ମୋର |...  
କରିଛି ପାପ    • କରିିିଛି ପାପ | ODIA CHRISTIAN HD VIDEO...  
ଜୀବନ ଜୀବନ    • NEW LATEST || 2020 || KORAPUTIYA CHRI...  
ମକେ ଶାନ୍ତି ମିଲି ଗଲା    • ମକେ ଶାନ୍ତିମିଲିଗଲା | MOKE SANTI MILIGO...  
ଯୀଶୁମର ପ୍ରାଣ ଧନ    • JISUMORO PRANO DHONO [ FULL HD VEDIO ...  
ପ୍ରସଂଶା ନିବାସୀ    • ପ୍ରସଂଶା ନିଵାସୀ || PRASANSA NIBASI || ...  

ତୁମ ବିନା ବଞ୍ଚି ପାରେନା    • ତୁମବିନାବଞ୍ଚିପାରେନା  || TUMO BINA|| NE...  

କିଏ ପଛି ଦେବ    • KIAPOCHIDEBO || କିଏ ପୋଛିଦେଵ || NEW OD...  

ଅଭିମାନ    • ଅଭିମାନ || ABHIMANO  || JAGAN MOHAN NA...  

ଯୀଶୁରାଜା ଦାକ୍ସି ଆଚେ    • JISURAJA DAKSI ACHE || LATEST NEW KOR...  

ହେ ସଦା ପ୍ରଭୁ https://youtu.be

Комментарии

Информация по комментариям в разработке