ପାପ ଶିଉଳି || Papo Siuli || Jagan Mohan Nag || Best Superhit Odiya Christian Devotional Song ||

Описание к видео ପାପ ଶିଉଳି || Papo Siuli || Jagan Mohan Nag || Best Superhit Odiya Christian Devotional Song ||

ପାପ ଶିଉଳି || Papo Siuli || Jagan Mohan Nag || Best Superhit Odiya Christian Devotional Song ||

ପ୍ରଭୁ ଯୀଶୁଙ୍କ ବହୁ ମୂଲ୍ୟବାନ ନାମରେ ଆପଣ ପ୍ରତ୍ୟେକଙ୍କୁ ଖ୍ରୀଷ୍ଟ ପ୍ରେମର ନମସ୍କାର । ପ୍ରଭୁଙ୍କ ମହାନ ଅନୁଗ୍ରହ ଏବଂ ଦୟା ହେତୁ ଆଜି ଏକ ସୁନ୍ଦର ଆଧ୍ୟାତ୍ମିକ ଗୀତ" ପାପ ଶିଉଳି " ପ୍ରସ୍ତୁତ କରିପାରିଛୁ । ଏହି ଜଗତ ଏକ ପାପର ଶିଉଳି ସଦୃଶ୍ୟ । ସମୟ ଥାଉ ଥାଉ ପାପରୁ ନିବୃତ ହୋଇ ପ୍ରଭୁଙ୍କ ନିକଟରେ ସମର୍ପିତ ହେବା । ଆସନ୍ତୁ ଭାଇ ରବୀନ୍ଦ୍ର କନ୍ଦପାନଙ୍କ ଦ୍ଵାରା ରଚିତ ଏହି ସୁନ୍ଦର ଗୀତକୁ ଶୁଣିବା ସହିତ ଅନ୍ୟ ମାନଙ୍କ ନିକଟରେ ପହଞ୍ଚାଇବା । ପ୍ରଭୁ ଆପଣା ପ୍ରତ୍ୟକଙ୍କୁ ଆଶୀର୍ବାଦ କରନ୍ତୁ ।

LYRICS
ପାପ ଶିଉଳି ଜଗତେ ପାଦ ମୋର ଖସିଯାଏ
ନ ରହି ସୁପଥେ ଯାଏ ମୁଁ ବିପଦେ
ଏ ଜୀବନ ଏ ଜୀଵନ ଏ କି ଜୀବନ ହାଏ


ଏହି ଦୁନିଆରେ ତୁମରି ଦୃଷ୍ଟିରେ ରହିଅଛି ଅଭିନୟେ
ଛଳନା ବେଶେ ଭ୍ରାନ୍ତପଥେ ଘୃଣିତ କୁ ଅଭିପ୍ରାୟେ
ଆ ..ଆ ..ଆ ..ଆ ..ଆ ..ଆ ..
ଜାଣି ମୁଁ ଅଜଣା ହରାଇ ଠିକଣା ଅବାଟରେ ଚାଲୁଥାଏ
ସ୍ୱାର୍ଥମନେ ମନ୍ଦ ଭାବନେ ସମୟ ତୋ ଗଡ଼ିଯାଏ
ଏ ଜୀବନ ଏ ଜୀଵନ ଏ କି ଜୀବନ ହାଏ

ଫେରି ମୁଁ ଆସିଛି ତୁମ ପାଶେ ଯୀଶୁ ମୋ ପ୍ରତି ଦୟାକର
ଶୁଣ ନିବେଦନ କରେ ମୁଁ କ୍ରୋନ୍ଦନ ତୁମ ହାତେ ତ୍ରାଣ ମୋର
ଆ ..ଆ ..ଆ ..ଆ ..ଆ ..ଆ ..

ଅନୁତାପେ ଆସିଛି ମୁଁ କ୍ଷମାକର ପ୍ରଭୁ ଥରେ


Please Subscribe For More Song
   / @jaganmohannagoffcial6527  

🙏🙏 ଦୟାକରି ଆମ ସେବା କାର୍ଯ୍ୟ ନିମନ୍ତେ ପ୍ରାର୍ଥନା କରନ୍ତୁ

🙏🙏 ଦୟାକରି ଆମ ଏହି YouTube Jagan Mohan Nag Official ଚେନାଲ କୁ ବହୁ ମାତ୍ରାରେ subscribe କରନ୍ତୁ ।

🙏🙏 ଗୀତର ଲିଂକ କୁ ଅନ୍ୟ ମାନଙ୍କ ନିକଟରେ ସେୟାର କରନ୍ତୁ ।


CONTACT DET
Whatssap: 09777874138 , 8637205771

SONG CREDITS
Song : Papo Siuli

Music & Voice : Brother Jagan Mohan Nag

Lyrics : Rabindra Kandapan

Music Arrangement : Amit Raja

Record : Milon Studio Cuttack

Recordist : Soubhagya Panda

Video ,Edit & Thumbnail : Chandan Bahadur

Instrumentalist : Key : Amit Raja & Pinku
Saxophone ,Western flute : M.Simandri
Guitar : Blesson
Dholok : Monish Daa &Babuli
tovla : Promod , Drums : Babu daa

Jagan Mohan Nag Official Productions All Right Reserved Any unauthorised broadcasting,copying or recording this video without prior written permission from Jagan Mohan Nag Official Production will constitute and infringement of copyright and serious legal action will be taken against individuals or organisations who do not have the right to do so.
#paposiuli
#jaganmohannag
#bestsuperhitodiyachristiandevotionalsong
#newodiyachristiansongpaposiuli
#latestchristiandevotionalsongpaposiuli
#paposiulichristiansong
#paposiulijesussong
#paposiuliodiyajisusong
#viralchristiansong
#newodiyasong
#jaganmohannagofficial
#latestchristiandevotionalsongs2023
#hesadaprobhu
#batoi
#kedesundarlage
#jisurajadaksiache
#korichipapo
#jagate
#dukhabele
#huasabadhana
#atinijara
#ketebhalamorojisu
#amitpanichristiansong#jaganmohannagchristiansong#humanesagarchristiansong

କିଛି ସୁନ୍ଦର ଅଡିଆ ଖ୍ରୀଷ୍ଟୀୟ ଭକ୍ତି ସଙ୍ଗୀତ ଲିଂକ BEST LINK OF SOME SONG

ନିର୍ମାଣ କାରି    • ନିର୍ମାଣ କାରୀ Nirmanokari | Jagan Moha...  

ଗୋଲଗାଥା    • ଗଲଗଥାରେ  || Gal gathare || New Odiya ...  

Best odiya Song :   • Jagan Mohan Nag | Audio Juke Box | Be...  


ତାଡ଼ନା    • ତାଡ଼ନା Tadana || Jagan Mohan Nag Supe...  

ଧନ୍ୟବାଦ    • || ଧନ୍ୟବାଦ || ଓଡ଼ିଆ ଆରାଧନା ସଂଗୀତ || D...  

ଏ କି ପ୍ରେମ    • Ye Ki Prema |ଏ କି ପ୍ରେମ |Jagan Mohan ...  

ବାଟୋଇ    • BATOI || ବାଟୋଇ || JAGAN MOHAN NAG ODI...  

ନିବେଦନ    • ନିବେଦନ |Nibedono |Odiya Devotional l ...  

କେଡେ ସୁନ୍ଦର ଲାଗେ    • କେଡ଼େସୁନ୍ଦର || KEDE SUNDARA LAGE|| NEW...  

କେତେ ଭଲ ମୋର ଯୀଶୁ    • || KETE BHALA MORO JISU କେତେ ଭଲ ମୋର |...  

କରିଛି ପାପ    • କରିିିଛି ପାପ | ODIA CHRISTIAN HD VIDEO...  

ଜୀବନ ଜୀବନ    • NEW LATEST || 2020 || KORAPUTIYA CHRI...  

ମକେ ଶାନ୍ତି ମିଲି ଗଲା    • ମକେ ଶାନ୍ତିମିଲିଗଲା | MOKE SANTI MILIGO...  

ଯୀଶୁମର ପ୍ରାଣ ଧନ    • JISUMORO PRANO DHONO [ FULL HD VEDIO ...  

ପ୍ରସଂଶା ନିବାସୀ    • ପ୍ରସଂଶା ନିଵାସୀ || PRASANSA NIBASI || ...  

ତୁମ ବିନା ବଞ୍ଚି ପାରେନା    • ତୁମବିନାବଞ୍ଚିପାରେନା  || TUMO BINA|| NE...  

କିଏ ପଛି ଦେବ    • KIAPOCHIDEBO || କିଏ ପୋଛିଦେଵ || NEW OD...  

ଅଭିମାନ    • ଅଭିମାନ || ABHIMANO  || JAGAN MOHAN NA...  

ଯୀଶୁରାଜା ଦାକ୍ସି ଆଚେ    • JISURAJA DAKSI ACHE || LATEST NEW KOR...  

ହେ ସଦା ପ୍ରଭୁ https://youtu.be

Комментарии

Информация по комментариям в разработке