Why The Kings Of Puri are called 'Gajapati Maharaja' ? When This Tradition Starts From ? Episode-5

Описание к видео Why The Kings Of Puri are called 'Gajapati Maharaja' ? When This Tradition Starts From ? Episode-5

ଏ ଜାତି, ସଂସ୍କୃତି ଓ ପ୍ରଦେଶର ଇଷ୍ଟଦେବ ମହାପ୍ରଭୁ ଶ୍ରୀଜଗନ୍ନାଥ । ତାଙ୍କର ଆଦ୍ୟ ବା ପ୍ରଥମ ସେବକ ଭାବେ ଗଜପତି ମହାରାଜ ମାନଙ୍କୁ ଅବତାରଣା କରାଯାଇଛି । ଠାକୁରଙ୍କ ପ୍ରତି ସେମାନଙ୍କର ଗଭୀର ଶ୍ରଦ୍ଧା, ଭକ୍ତି ଓ ପ୍ରେମ ଦେଖିବାକୁ ମିଳିଛି । ଇନ୍ଦ୍ରଦ୍ୟୁମ୍ନଙ୍କଠାରୁ ଚୋଡ଼ଗଙ୍ଗ ଦେବ, କପିଳେନ୍ଦ୍ର ଦେବଙ୍କ ଠାରୁ ପୁରୁଷୋତ୍ତମ ଦେବ ଓ ରାମଚନ୍ଦ୍ର ଦେବ ସମସ୍ତଙ୍କ ନାଁ ମାଦଳାପାଞ୍ଜିରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି । ତେବେ କାହିଁକି ଏ ଗଜପତି ପରଂପରା କଣ ରହିଛି ଇତିହାସ ?

Why The Kings Of Puri are called 'Gajapati Maharaja' ? When This Tradition Starts From ? Episode-5
#OdishaNews #NandighoshaTV #OdiaNews #Bhubaneswar #puri #LordJagannath

Комментарии

Информация по комментариям в разработке