JUGE JUGE TUME JIBITA FULL VIDEO/ଯୁଗେ ଯୁଗେ ତୁମେ ଜୀବିତ/NEW HUMAN SAGAR FULL VIDEO

Описание к видео JUGE JUGE TUME JIBITA FULL VIDEO/ଯୁଗେ ଯୁଗେ ତୁମେ ଜୀବିତ/NEW HUMAN SAGAR FULL VIDEO

JUGE JUGE TUME JIBITA FULL VIDEO/ଯୁଗେ ଯୁଗେ ତୁମେ ଜୀବିତ/NEW HUMAN SAGAR FULL VIDEO
“ପ୍ରଶଂସା ସମ୍ଭ୍ରମ, ଗୌରବ ଓ କର୍ତ୍ତାପଣ,
ଯୁଗେ ଯୁଗେ ସିଂହାସନୋପବିଷ୍ଟ ବ୍ୟକ୍ତିଙ୍କର ଓ ମେଷଶାବକଙ୍କର।”

ସର୍ବ ପ୍ରଥମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅତି ମହାନ ନାମରେ ସମସ୍ତଙ୍କୁ ମୋର ଆନ୍ତରିକ ନମସ୍କାର 🙏Praise the lord l
ପ୍ରଭୁଙ୍କ ମହାନ ନାମ ଗୌରବ ହେଉ l ଏକ ଅତି ସୁନ୍ଦର ଗୀତ JYOTIRMAYA OFFICIAL MUSIC PRESENTS Channel ତରଫରୁ ପୁଣି ଥରେ ଗୋଟେ ଗୀତ ପ୍ରସ୍ତୁତ ନିମନ୍ତେ ପ୍ରଭୁ ସାହାଯ୍ୟ କଲେ l ପୂର୍ବ ଗୀତ ଭାଇ Salem Lima ଦ୍ଵାରା ରଚିତ "ଯୀଶୁଙ୍କ ଆଗମନ" 1.1Million Views ର ସଫଳତା ପରେ ଆଉ ଥରେ ସିହିପରୀ Human SAGAR ଦ୍ୱାରା କଣ୍ଠଦାନ କରିଥିବା Qawwali Song ନେଇଆସିଛୁ l ଗୀତର ନାମ ହେଉଛି "ଯୁଗେ ଯୁଗେ ତୁମେ ଜୀବିତ "ଏହି ଗୀତକୁ Human Sagar ବହୁତ ସୁନ୍ଦର ଭାବରେ କଣ୍ଠଦାନ କରିଛନ୍ତି l ଗୀତଟି ଅତି ସୁନ୍ଦର ହୋଇଛି l ଗୀତଟିକୁ ଶୁଣନ୍ତୁ ଏବଂ ପୂର୍ବ ଗୀତ ପରୀ ଭଲପାଇବା Like, Comments, Subscribe and Share କରିବାକୁ ଭୁଲନ୍ତୁ ନାହିଁ l
ଏହି ଗୀତ ମାଧ୍ୟମରେ ସଦାପ୍ରଭୁଙ୍କର ପ୍ରଶଂସା ଓ ଗୌରବ ହେଉ l ଏହି ଗୀତ ଦ୍ଵାରା ଆପଣ ମାନଙ୍କ ହୃଦୟରେ ପ୍ରଭୁ କାର୍ଯ୍ୟ କରନ୍ତୁ ଏବଂ ତାହାଙ୍କ ମାର୍ଗରେ ଚାଲିବା ନିମନ୍ତେ ଏକ ନୂଆ ଆଶା ଓ ବିଶ୍ବାସରେ ବଢିବା ନିମନ୍ତେ ନିତାନ୍ତ ଆଶୀର୍ବାଦ କରନ୍ତୁ l

Title- ଯୁଗେ ଯୁଗେ ତୁମେ ଜୀବିତ
Singer - Human Sagar
Lyrics -Salem Lima
Music Arrangment -Bapi Shamal
Recording -MRR STUDIO CUTTACK
Produce -Manata Pradhan
Camera &Dob-Ambram Ganta
Thambnail -Anand Bahi
Cantact No-9439567643
LIRICS:-
ପ୍ରଶଂସା ପାଇବାକୁ ଗୋଗ୍ୟଵନ୍ତ ହେ ଇଶ୍ଵର
ମହିମା ପାଇବାକୁ ଗୋଗ୍ୟବନ୍ତ ହେ ଇଶ୍ଵର
ରାଜା ମାନଙ୍କ ରାଜା ମୋର, ତୁମେ ହିଁ ମହାନ ଇଶ୍ଵର -୨
ହେ ପବିତ୍ର ହେ ଅନନ୍ତ-୨ ତୁମେ ଅଟ ସତ୍ୟ ଇଶ୍ଵର
ରାଜା ମାନଙ୍କ ରାଜା ମୋର, ତୁମେ ହିଁ ମହାନ ଇଶ୍ଵର -୨
*ପ୍ରଶଂସାରେ ବିଭୂଷିତ, ତୁମେ ଅଟ ରାଜାଧି ରାଜା
ମହିମାରେ ବସ୍ତ୍ରାନ୍ଵିତ, ତୁମେ ଅଟ ସଦା ପବିତ୍ର
ଗୋଷ୍ଠି ବର୍ଗର ଦେବତା, ଅଟନ୍ତି ଯେ ପ୍ରତିମା ମାତ୍ର
ଦେବ ମାନଙ୍କର ମଧ୍ୟେ, ତୁମେ ହିଁ ଅଟ ଭୟ ଯୋଗ୍ୟ
ପ୍ରଶଂସାରେ ବିଭୂଷିତ, ତୁମେ ଅଟ ରାଜାଧି ରାଜା
ମହିମାରେ ବସ୍ତ୍ରାନ୍ଵିତ, ତୁମେ ଅଟ ସଦା ପବିତ୍ର
ଗୋଷ୍ଠି ବର୍ଗର ଦେବତା, ଅଟନ୍ତି ଯେ ପ୍ରତିମା ମାତ୍ର
ଦେବ ମାନଙ୍କର ମଧ୍ୟେ, ତୁମେ ହିଁ ଅଟ ଭୟ ଯୋଗ୍ୟ
ହେ ପବିତ୍ର ହେ ଅନନ୍ତ -୨ ତୁମେ ଅଟ ସତ୍ୟ ଇଶ୍ଵର
ରାଜା ମାନଙ୍କ ରାଜା ମୋର, ତୁମେ ହିଁ ମହାନ ଇଶ୍ଵର -୨
*ସର୍ବ ଗୁଣେ ପରିପୂର୍ଣ୍ଣ, ତୁମେ ଅଟ ସଦା ବିଶ୍ବସ୍ତ
କର୍ତ୍ତା ପଣ ଓ ସମ୍ଭ୍ରମ, ପାଇବାକୁ ତୁମେ ହିଁ ଗୋଗ୍ୟ
ଧାରଣ କରି ପାରେନା, ତୁମକୁ ଯେ ଏହି ଜଗତ
ଭୟଙ୍କର ଯୀଶୁ ତୁମେ, ଯୁଗେ ଯୁଗେ ତୁମେ ଜୀବିତ
ସର୍ବ ଗୁଣେ ପରିପୂର୍ଣ୍ଣ, ତୁମେ ଅଟ ସଦା ବିଶ୍ବସ୍ତ
କର୍ତ୍ତା ପଣ ଓ ସମ୍ଭ୍ରମ, ପାଇବାକୁ ତୁମେ ହିଁ ଗୋଗ୍ୟ
ଧାରଣ କରି ପାରେନା, ତୁମକୁ ଯେ ଏହି ଜଗତ
ଭୟଙ୍କର ଯୀଶୁ ତୁମେ, ଯୁଗେ ଯୁଗେ ତୁମେ ଜୀବିତ
ହେ ପବିତ୍ର ହେ ଅନନ୍ତ-୨, ତୁମେ ଅଟ ସତ୍ୟ ଇଶ୍ଵର
ରାଜା ମାନଙ୍କ ରାଜା ମୋର, ତୁମେ ହିଁ ମହାନ ଇଶ୍ଵର -୩

#jugejugetumejibitafullvideo
#newhumansagarfullvideo
#latesthumansagarsong
#ଯୁଗେଯୁଗେତୁମେଜୀବିତ
#humansagarsong
#salemlimalyricssong
#newodiachristiansong2024
#christiansongodianew
#jisunewsongjukebox
#humansagarchristiansong
#jisussong
#newchristianodiavideo
#culfiranichocobar
#tengetenge
#jesusnewsong
#allalbamsongodia
#humannewchristiansong
#jisugita
#jisussadsong
#rajamankarajamorasong
#tumehimahanaeswar
#tumeatasatyaeswar
#prasansarebhibhusita
#mahimarebastranewta
#hepabitraheananta
#bhayankarajisutume
#manatapradhanproducesong
#amitpanisong
#sasankasekharsong
#diptirekhasong
#jugejugetumejibita
#humansagarnewchristiansong
#ଯୁଗେ ଯୁଗେ ତୁମେ ଜୀବିତ
#newhumansagarsons
#lateasthumansagarvideo
#salemlimalyricsvideo
#jyotirmayaofficialmusicpresantsvideo
#manatapradhanproducenewhumansagarsong
#new odia christian song 2024
#Christian song odia new
#priya prabhu odia Christian song
#jesus new Songs juke box
#human sagar Christian song
#newchristianodiavideo
#newchristiansong2023
#christiansongs2022
#christiansong2023
#kulfiranichocobar
#kholakhabara
#ekamuchalichi
#jisunamemahima
#kemitibhulibiseprema
#dinesandyanoinasiba
#bidyutbhatranewsong
#karaputianewvideo
#sasankasekhanewsong
#christianvideo
#besthumansagarnewsong
#latesthumansagarvideo


!!* ANTI-PIRACY WARNING *!!
This content is copyright to Jyotirmaya official Music presents.Any unauthorised Reproduction redistribution, re-upload (audio or video) is strictly prohibited of this material.Legal action will be taken against those who violate this copyright meterial Presented.

Комментарии

Информация по комментариям в разработке