ନାଲି ଆଖି ଦେଖାଉଥିଲେ, ଗଜପତି ଗଲେ | Odisha Reporter

Описание к видео ନାଲି ଆଖି ଦେଖାଉଥିଲେ, ଗଜପତି ଗଲେ | Odisha Reporter

ଚର୍ଚ୍ଚାରେ ନଥିଲେ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ହେବା ପରେ ଚର୍ଚ୍ଚାକୁ ଆସିଲେ । ଥାନାରେ ମୋହନଙ୍କୁ ଦୁର୍ବ୍ୟବହାର କରିଥିଲେ ଆଇଆଇସି ତ୍ରିନାଥ ସେଠୀ । ଗଜପତି ଜିଲ୍ଲାକୁ ବଦଳି ହେଲେ କେନ୍ଦୁଝର ସଦର ଥାନା ଅଧିକାରୀ । ସେଦିନ ଥାନା ବାବୁଙ୍କ ନାଲି ଆଖି ଦେଖି, ଭୟ କରିନଥିଲେ ମୋହନ । ଦୀର୍ଘ ସମୟ ଥାନାରେ ବସିଥିଲେ ଆଉ ଲୋକଙ୍କୁ ନ୍ୟାୟ ଦେବାକୁ ଲଢ଼େଇ କରିଥିଲେ । Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #CM #MohanCharanMajhi #Kendhujhar #TrinathSethi

Комментарии

Информация по комментариям в разработке