ପ୍ରଶାନ୍ତ ଜଗଦ୍ଦେବଙ୍କୁ ଫଶେଇ ଦିଆଗଲା କି? | BJP MLA Candidate Prashant Jagdev Arrested | Odisha Reporter

Описание к видео ପ୍ରଶାନ୍ତ ଜଗଦ୍ଦେବଙ୍କୁ ଫଶେଇ ଦିଆଗଲା କି? | BJP MLA Candidate Prashant Jagdev Arrested | Odisha Reporter

ବେଗୁନିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କାଉଁରିପାଟଣା ବୁଥରେ EVMଭଙ୍ଗାରୁଜା ଘଟଣାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପୋଲିସ ଗିରଫ କରିବା ଘଟଣାକୁ ନେଇ ଏବେ ଉଠିଛି ବଡ଼ ପ୍ରଶ୍ନ। ସେପଟେ ଏହି ଘଟଣାକୁ ଶାସକ ଦଳର ଯୋଜନାବଦ୍ଧ ଷଡ଼ଯନ୍ତ୍ର ବୋଲି ଦର୍ଶାଇଛି ଖୋର୍ଦ୍ଧା ବିଜେପି। ଜଗଦ୍ଦେବ ବିଜେଡି ଛାଡ଼ି ବିଜେପିରେ ମିଶିବା ପରଠୁ ଶାସକ ଦଳ ତାଙ୍କ ବିରୋଧରେ ବିଭିନ୍ନ ସମୟରେ ଚକ୍ରାନ୍ତ ଚଳାଇଛନ୍ତି।
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#Odisha #OdishaReporter #prasantjagdev #EVM #Violence #election #bjd #bjp #PradeepPanigrahi #khordha #OdishaPolitics

Комментарии

Информация по комментариям в разработке