How Many Times Puri Srimandir Was Attacked By Mughals, Who Is Kalapahada, Episode-3 | NandighoshaTV

Описание к видео How Many Times Puri Srimandir Was Attacked By Mughals, Who Is Kalapahada, Episode-3 | NandighoshaTV

ଶ୍ରୀଜଗନ୍ନାଥ କେବଳ ଜଣେ ବିଗ୍ରହ ନୁହନ୍ତି, ସେ ଓଡ଼ିଆ ଜାତିର ନିରବଚ୍ଛିନ୍ନ ଇତିହାସର ଗନ୍ତାଘର । ଶ୍ରୀମନ୍ଦିରର ପ୍ରାଚୁର୍ଯ୍ୟ, ଗରିମା ଓ ଅନ୍ୟ କାରଣ ପାଇଁ ଆକ୍ରମଣ ଓ ଲୁଣ୍ଠନ କରାଯାଇଥିବା ଅନୁମାନ୍ କରାଯାଏ । ତେବେ ପଞ୍ଚଦଶ ଶତାବ୍ଦୀରେ କଳାପାହାଡ଼ ଓ ସପ୍ତଦଶ ଶତାବ୍ଦୀରେ ତକୀ ଖାଁର ଆକ୍ରମଣ ଅତ୍ୟନ୍ତ ବର୍ବର ଓ ପ୍ରଚଣ୍ଡ ଥିଲା । କିଏ ଏମାନେ ? ମନ୍ଦିର ଉପରେ ପ୍ରଥମ ଆକ୍ରମଣ କିଏ କରିଥିଲେ ?

Discussion: Invasions On Lord Jagannath Temple At Puri, From Raktabahu To Kalapahad #NandighoshaTV #OdishaNews #LordJagannath #Puri

Комментарии

Информация по комментариям в разработке